Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଲାଙ୍ଗୀର: ପୌରପାଳିକାରେ ଦୁର୍ନୀତି ଓ ବିରୋଧରେ କଂଗ୍ରେସର ବିକ୍ଷୋଭକୁ ନେଇ କାର୍ଯ୍ୟାଳୟ ରେ ପ୍ରତିକ୍ରିୟା ଦେଲେ ପୌରପାଳିକା ଅଧ୍ୟକ୍ଷା

Balangir, Balangir | Sep 15, 2025
ବଲାଙ୍ଗିର ପୌରପାଳିକାରେ ଅପାରଗତା ଓ ଦୁର୍ନୀତି ଅଭିଯୋଗକୁ ନେଇ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିଥିଲେ। ଏହାକୁ ନେଇ ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ପ୍ରତିକ୍ରିୟା ଦେଇ କହିଛନ୍ତି – କଂଗ୍ରେସର ଏହି ଅଭିଯୋଗଗୁଡିକ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଓ ନିରାଧାର। ପୌରପାଳିକାରେ ସମସ୍ତ କାମ କାନୁନ ଅନୁଯାୟୀ ଚାଲୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

MORE NEWS