କୋରାପୁଟ ସହର...ଜାତୀୟ ଆଦିବାସୀ ମୋହସ୍ତବ ପରବ..2025 ରେ ନାଚିଲେ ମନ୍ତ୍ରୀ ବିଧାୟକ ଓ ଜିଲ୍ଲାପାଳ। ବିଳମ୍ବିତ ରାତ୍ରୀ ରେ ଅବସର ଥିଲା ଜାତୀୟ ଆଦିବାସୀ ମୋହସ୍ତବ 2025 ର ତୃତୀୟ ସନ୍ଧ୍ୟା। ତୃତୀୟ ସନ୍ଦ୍ୟା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ପରବ ମଞ୍ଚ ରେ ଚାଲିଥିଲା ସାଂସ୍କୃତିକ କାର୍ଯକ୍ରମ। ମଞ୍ଚ ତଳେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ଉପଭୋଗ