ଘଟକେଶ୍ୱର ଶୈବ ପୀଠର ଦର୍ଶନ କରି ଉନ୍ନୟନ କାର୍ଯ୍ୟ ବାବଦରେ ଆଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ରବିବାର ସକାଳ ୯ ଘଣ୍ଟା ସମୟରେ ମନ୍ତ୍ରୀଙ୍କ ସହ ବହୁ କର୍ମକର୍ତ୍ତା ଉକ୍ତ ମନ୍ଦିରରେ ପହଞ୍ଚିବା ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମନ୍ଦିର କମିଟି ତଥା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା