ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାପୋଇନାଳୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ କ୍ରିକେଟ ଚୟନ ଶିବିର ଉଦଘାଟନୀ କଲେ ବିଧାୟକ ଅଗସ୍ତି ବେହେରା । ଏହି ଅବସରରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ସହିତ ଭାବବିନିମୟ କରି କ୍ରୀଡ଼ା କ୍ଷେତ୍ରରେ ଯୁବବର୍ଗଙ୍କ କ୍ୟାରିୟର ଗଢିବା ପାଇଁ ଅଧିକ ପ୍ରୋତ୍ସାହନ ସହ ଆଲୋଚନା କରିଥିଲେ ବିଧାୟକ |