ଢେଙ୍କାନାଳ ସଦର: ପଞ୍ଚୁପଟି ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ନ୍ୟାୟ ପାଇବା ପାଇଁ ଏସପିଙ୍କ ଦ୍ୱାରସ୍ତ ହେଲେ ପରିବାର ଲୋକ
Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ସଦର ଥାନା ପଞ୍ଚୁପଟି ନିକଟରେ ଗଣେଶ ପୂଜା ଦିନ ଅପରାହ୍ନରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ଯୁବକ ଢେଙ୍କାନାଳ...