ସୋମବାର ସଂଧ୍ୟା ପ୍ରାୟ ୬ ଟାରେ ମୟୂରଭଞ୍ଜ ଜିଲ୍ଳା ଘାଗରବେଡା ଥାନା ପକ୍ଷରୁ ଥାନା ପରିସରରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଘାଗରବେଡା ଥାନା ଅଧିକାରୀ ଏସଆଇ ବି ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥି ଭାବେ କରଞ୍ଜିଆ SDPO ନବ କ୍ରୀଷ୍ଣା ନାଏକ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।