ବୀରମହାରାଜପୁର: ଗୌଡଗାଡ ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ବୀରମହାରାଜପୁର ଥାନାର ଦ୍ବାରସ୍ଥ ହେଲେ ମହିଳା
Biramaharajpur, Subarnapur (Sonepur) | Sep 10, 2025
ବୀରମହାରାଜପୁର ଥାନା ଅନ୍ତର୍ଗତ ଗୌଡଗାଡ ଗ୍ରାମରେ ମଦ ବନ୍ଦ ପାଇଁ ଥାନାର ଦ୍ବାରସ୍ଥ ହେଲେ ମହିଳା l ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପୂର୍ବରୁ ଏକ...