ଉମରକୋଟ: ଚାଏ ପେ ଚର୍ଚ୍ଚା ରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଆଜି ସକାଳେ ଉମରକୋଟ ର ଏକ ଚା ଦୋକାନରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଚା ପିଇବା ସହିତ ଅଂଚଳ ର ସାମୁହିକ ବିକାଶ ବିଷୟରେ ଉପସ୍ଥିତ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ। ଅଂଚଳ ବାସୀ ଙ୍କ ଅଭିଯୋଗ ଥିଲା ପୁରୁଣା ବସ ଷ୍ଟାଣ୍ଡ ରେ ଏକ ଶୌଚାଳୟର ନିହାତି ଆବଶ୍ୟକ ରହିଛି। ଏହାର ଗୁରୁତ୍ୱ କୁ ମନ୍ତ୍ରୀ ହୃଦୟଙ୍ଗମ କରିବା ସହିତ ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ଦେଇ ଯଥା ଶୀଘ୍ର ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଡଙ୍ଗରୀଗୁଡା ପାହାଡ଼ ରେ ଏକ ସ୍ମାର୍ଟ ପାର୍କ ନିର୍ମାଣ ର ଡ୍ରିମ ପ୍ଲାନ ଥିବା ବେଳେ ଆଜି ସେହି ପାର୍କ ପରିଦର୍ଶନ ପାଇଁ ଯାଇ ନିର୍ମାଣ କାର୍ଯ