ବାରିପଦା ମ୍ୟୁନିସିପାଲଟି: ଲାକୋ ବଦ୍ରା ମିନି ଷ୍ଟାଡିୟମ ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ; କରଞ୍ଜିଆ ବିଧାୟକ ଙ୍କ ଯୋଗଦାନ
ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ସ୍ଥିତ ଜାମୁନାଳିଆ ଗ୍ରାମର ଲାକୋ ବଦ୍ରା ମିନି ଷ୍ଟାଡିୟମ ଠାରେ ମଙ୍ଗଳବାର ଦିନ ପ୍ରାୟ ୪ଟାରେ ଲାକୋ ବଦ୍ରାଙ୍କ ସ୍ମୃତିରେ ୨୫ ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୃ ଯୋଗ ଦେଇଥିଲେ।