ଜଗତସିଂହପୁର: 27 ତାରିଖରେ ଜିଲ୍ଲାରେ ପବନ, ସହ ବିଜୁଳି ଓ ଘଡଘଡି ମାରିବାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ
Jagatsinghapur, Jagatsinghpur | Aug 26, 2025
ଆସନ୍ତା 27ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ...