ଛତ୍ରପୁର: ବ୍ରହ୍ମପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ପାନ ଗୁଟଖା ବିକ୍ରି, ସହରର ୪୪ଟି ଦୋକାନରେ ପୁଲିସ ଚଢଉ
Chhatrapur, Ganjam | Sep 2, 2025
ଶିକ୍ଷାନୁଷ୍ଠାନ ନିକଟରେ ପାନ, ଗୁଟଖା ଓ ସିଗାରେଟ ଭଳି ମାଦକଦ୍ରବ୍ୟ ବିକ୍ରି କରିବା କୋଟପା ଆଇନ ଅନୁସାରେ ନିଷିଦ୍ଧ କରାଯାଇଛି। ରାଜ୍ୟ ପୁଲିସ...