କଟଗଡ ଥାନା ଅଞ୍ଚଳରେ ଦୁଇ ମଇସିଁ ଚୋର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି କଟଗଡ ପୁଲିସ, ଏହି ସୁଚନା ଟି କଟଗଡ ପୁଲିସ ପକ୍ଷରୁ ସମବାର ଅପରାହ୍ନ 4ଘଣ୍ଟିକା ରେ ସୁଚନା ଦେଇଛନ୍ତି, ସୁଚନା ଥାଉକି ଏହି କିଛି ଦିନ ହେଲା ବାଲିଗୁଡା ଥାନା ରୁ ଆରମ୍ଭ କରି କଟଗଡ ପଯ୍ୟନ୍ତ ବାହାରେ ବୁଲୁଥିବା ମଇଁସି କୁ କିଛି ଚର ଚୁରାଇ ନେଉଯାଇଥିବା ନେଇ ଅଭିଯୋଗ ହେଉଥିଲା ଏହି ଭଳି ଘଟଣା ପାରିଗ ଡ ରେ ବିହେଉଥିବା ବେଳେ ଗ୍ରାମବାସୀ ଖବର ଦେଇଥିଲେ ଯାହାକୁ ନେଇ କଟଗଡ ପୁଲିସ ପହଞ୍ଚ ଏକ ପିକପ ଭ୍ୟାନ ଏବେଂ ଦୁଇଜଣକୁ ଅଟକ ରଖି ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୁଚନା ମିଳିଛି