ଡାବୁଗାଁ: ଡାବୁଗାଁ ବ୍ଲକ ରେ ସ୍ୱଚ୍ଛ ଉତ୍ସବ ଅନୁଷ୍ଠିତ
ଡାବୁଗାଁ ବ୍ଲକ ରେ ସ୍ୱଚ୍ଛ ଉତ୍ସବ ଅନୁଷ୍ଠିତହେଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ୟାସ ହେଲା। ଏକ ଦିନ୍ ଏକ ଘଣ୍ଟା ଏକ ସାଥ୍ ଶ୍ରମଦାନ ଯାହାର ଅର୍ଥ ଆମକୁ ଶିକ୍ଷା ଦିଏ ଯେ ଛୋଟ ଛୋଟ ଦୟନନ୍ଦିନ କାର୍ଯ୍ୟ ବଡ଼ ପ୍ରଭାବ ସୃଷ୍ଟି କରେ |ଆଜିର ଏହି ସଫେଇ କାର୍ଯ୍ୟକ୍ରମ ରେ ଡାବୁଗାଁ ବିଡ଼ିଓ ଶରତ ମାଝୀ ଯୋଗଦେଇ ବ୍ଳକ ର କର୍ମଚାରୀ ମାନଙ୍କ ସହ ବ୍ଳକ ପରିସରକୁ ସଫା କରିଥିଲେ।ସାମୂହିକ ସଫେଇ ଶୃଙ୍ଖଳା, ସଚେତନତା ଏବଂ ସ୍ୱଚ୍ଛତାର ଏକ ସ୍ଥାୟୀ ସଂସ୍କୃତିକୁ ପୋଷଣ କରେ। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପ