କାଲିମେଳା: ୧୨ ଘଣ୍ଟାରୁ ଅଧିକ ସମୟ ଧରି ବୁଡ଼ି ରହିଲା କନ୍ୟାଶ୍ରମ ପୋଲ, କାଲିମେଳା - ପଡିଆ ମୁଖ୍ୟ ରାସ୍ତାରେ ଠପ୍ ହେଲା ଯାତାୟତ
Kalimela, Malkangiri | Aug 18, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଠାରୁ କାଲିମେଳା ବ୍ଲକ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ରହିଥିବା କନ୍ୟାଶ୍ରମ ପୋଲ ଉପରେ ଆଜି ଦିନ ସାରା...