ସୋନପୁର: ନଗର ବନ ପରିଦର୍ଶନ କଲେ ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମା
ଆସନ୍ତା କାଲି ସହରର ନଗର ବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପେଡ୍ ମାଁକେ ନାମ୍ କି ନାମ୍ କାର୍ଯ୍ୟ କ୍ରମ ରହିଛି ଘଟଣା ସ୍ଥଳ ପରିଦର୍ଶନ କଲେ ଜିଲ୍ଲା ବନଖଣ୍ଡ ଅଧିକାରୀ। ସମଗ୍ର ରାଜ୍ୟରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ। ଏକ ପେଡ୍ ମାକି ନାମ କାର୍ଯ୍ୟକ୍ରମ ଖୁବ ଧୁମଧାମରେ ପାଳନ କରା ଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହା ପାଳନ କରାଯିବ।ଆସନ୍ତା ୧୭ ତାରିଖରେ ଏକ ପେଡ଼୍ ମାଁ କେ ନାମ୍ ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତେ ପଞ୍ଚାୟତ ରେ ୫୪,୫୦୦ ଚାରା ଏବଂ ବନବିଭାଗ ପକ୍ଷରୁ ୪୦,୦୦୦ହଯାର ଚାରା ସର୍ବମୋଟ ୯୪୫୦୦ ଚାରା ରୋପଣ