ସୋନପୁର: ମଝିପଡା ଠାରେ କାଳୀ ପୂଜା ମହୋତ୍ସବ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ
୫୭ତମ କାଳୀ ପୂଜା ଅବସରରେ ସହୀଦ ପ୍ରତାପ ନାଏକ ଓ ଯବାନ ସଚିନ କୁମାର ସାହୁ ଙ୍କ ସ୍ମୃତି ଅବସରରେ ଆଜି ସୋନପୁର ମଝିପଡା ନାମ ମଣ୍ଡପ ଠାରେ ରାମଧୁନ୍ କ୍ଳବ ପକ୍ଷରୁ ଏକ ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ୠଷି ମାଝୀ, ଏ ଡି ଏମ ଓ ଡା. ଦୁର୍ଗା ଦତ୍ତ ଦାଶ, ସମାଜସେବୀ ଶ୍ରବତ୍ସ ମଲ୍ଲିକ, ପୁର୍ବତନ କାଉନସିଲର କଇରୁ ସ୍ବାଇଁ