କୋଟପାଡ: ବୈପାରୀଗୁଡା ସ୍ଥିତ ମିନି ଷ୍ଟାଡିଅମ ଠାରେ ଗୁପ୍ତେଶ୍ଵର କ୍ରିକେଟ ଏକାଡେମୀର ଗଠନ ହୋଇଯାଇଛି l
Kotpad, Koraput | Oct 20, 2025 ବୈପାରୀଗୁଡା ସ୍ଥିତ ମିନି ଷ୍ଟାଡିଅମ ଠାରେ ଗୁପ୍ତେଶ୍ଵର କ୍ରିକେଟ ଏକାଡେମୀର ଗଠନ ହୋଇଯାଇଛି। ଆଜି ଅପରାହ୍ନ ୨ ଟା ସମୟରେ ରିବନ କାଟି ବିଧିବଦ୍ଧ ଭାବେ ଏକାଡେମୀର ଉଦଘାଟନ ହୋଇଯାଇଛି l ବୈପାରିଗୁଡା ବ୍ଳକର ଅଞ୍ଚଳର ଉଦୀୟମାନ ଯୁବ ଖେଳାଳୀଙ୍କୁ ଚିନ୍ନଟ କରିବା ଏବଂ ଅନ୍ତର୍ନିହିତ ଖେଳ କୁ ଲୋକଲଚନକୁ ଆଣିବା ଉଦେଶ୍ୟରେ ଏହି ଏହି ଏକାଡେମି ଗଠନ କରାଯାଇଛି । ତେବେ ଏହି ଅଞ୍ଚଳର ଯୁବ ଖେଳାଳୀ ମାନଙ୍କର ସମସ୍ତ ପ୍ରକାରର ଖେଳ ଉପରେ ବିକାଶ କରିବା ଦିଗରେ ସହଯୋଗ ରହିବ।