ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ଦେହାନ୍ତ ଘଟିଛି ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ଦେହାନ୍ତ ଘଟିଛି । ଯାହାକି ଅଂଚଳରେ ଦୁଃଖର କାରଣ ହୋଇଥିବା ବେଳେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଯୋଗ ଦେଲେ ବରିଷ୍ଠ ବିଜେଡି ନେତା ବିପ୍ଲବ ପାତ୍ର । ବିପ୍ଲବ ପାତ୍ର ତଥା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ନେତା ଅ।ଜି ଦିନ 11 ଘଣ୍ଟ ସମୟରେ ବିଭୂତି ଭୂଷଣଙ୍କ ବାସ ଭବନରେ ଯୋଗ ଦେଇ ସେ ଦର୍ଶନ କରିଥିବା ବେଳେ ବିଜେଡିର ଏକ ବରାଟ କ୍ଷତି ଘଟିଛି ବୋଲି ବିପ୍ଲବ ପାତ୍ର ସୂଚନା ପ୍ରଦାନ କରିଛନ୍ତି ।