ହିନ୍ଦୋଳ: ୫୫ ଜାତୀୟ ରାଜପଥରୁ ନକଲି ସଡ଼କ ସୁରକ୍ଷା ଅଧିକାରୀମାନଙ୍କ ୮ ଜଣିଆ ଗ୍ୟାଙ୍କ୍କୁ ଗୀରଫ କଲା ମୋଟଙ୍ଗା ପୋଲିସ
Hindol, Dhenkanal | Sep 4, 2025
ସଡକ ସୁରକ୍ଷା ଅଧିକାରୀ ଭଳି ଡ୍ରେସ ପିନ୍ଧି କର୍ତ୍ତୃପକ୍ଷଙ୍କ ଭଳି ରସିଦ୍ ଦେଇ ଟଙ୍କା ଆଦାୟ କରୁଥିଲେ। ଅଗ୍ନିନିରାପତ୍ତା ଓ ପ୍ରାଥମିକ ଚିକିତ୍ସା...