ଜୁନାଗଡ: କୁହୁରା ପଞ୍ଚାୟତ ପରିସରରେ ଆସନ୍ତା କାଲି ହେବାକୁ ଥିବା ଜନଶୁଣାଣୀ ଶିବିର ସ୍ଥଗିତ ନେଇ ବ୍ଲକ ପ୍ରଶାସନ ର ସୂଚନା ଜାରି
କୁହୁରା ପଞ୍ଚାୟତ ପରିସରରେ ଆସନ୍ତା କାଲି ହେବାକୁ ଥିବା ଜନଶୁଣାଣୀ ଶିବିର ସ୍ଥଗିତ ନେଇ ବ୍ଲକ ପ୍ରଶାସନ ର ସୂଚନା ଜାରି ଆଜି 19ତାରିଖ ରବିବାର ସନ୍ଧ୍ୟା 6ଟା ରେ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ତରଫରୁ ଏକ ସୂଚନା ଜାରି କରାଯାଇଛି ଯେ ଆସନ୍ତା କାଲି କୁହୁରା ଗ୍ରାମ ପଞ୍ଚାୟତ ପରିସରରେ ହେବାକୁ ଥିବା ଜନଶୁଣାଣୀ ଓ ସମାଧାନ ଶିବିର କୁ ସ୍ଥଗିତ କରାଯାଇଛି ଦୀପାବଳି ପାଇଁ ସରକାରୀ ତରଫରୁ 20/21ତାରିଖ ଦୁଇଦିନ ଛୁଟି ଘୋଷଣା ହେତୁ ଆସନ୍ତା କାଲି ହେବାକୁ ଥିବା ଜନଶୁଣାଣୀ ଓ ସମାଧାନ ଶିବିର କୁ ସ୍ଥଗିତ କରାଯାଇଛି