କେନ୍ଦୁଝର ବିଦ୍ୟାଧରପୁର ଆନନ୍ଦପୁରରେ ଦନ୍ତା ହାତୀ ଆତଙ୍କ। ଗତ କିଛି ଦିନ ତଳେ ଖଇରା ଅଞ୍ଚଳରେ ଜଣଙ୍କ ଜୀବନ ନେଇଥିଲା ଦନ୍ତା। ଘଟଣା ପରଠାରୁ ଅଞ୍ଚଳରେ ହାତୀ ଭୟ ଲାଗି ରହିଛି। ଘଟଣାକୁ ନେଇ ବନ ବିଭାଗ ଓ ପୋଲିସ ପକ୍ଷରୁ ସତର୍କତା କେନ୍ଦୁଝର ବିଦ୍ୟାଧରପୁର ଆନନ୍ଦପୁରରେ ଦନ୍ତା ହାତୀ ଆତଙ୍କ। ଗତ କିଛି ଦିନ ତଳେ ଖଇରା ଅଞ୍ଚଳରେ ଜଣଙ୍କ ଜୀବନ ନେଇଥିଲା ଦନ୍ତା। ଘଟଣା ପରଠାରୁ ଅଞ୍ଚଳରେ ହାତୀ ଭୟ ଲାଗି ରହିଛି। ଘଟଣାକୁ ନେଇ ବନ ବିଭାଗ ଓ ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି।କରାଯାଇଛି।