ଜୁନାଗଡ: ମଇଭର ଗ୍ରାମରେ ଭାଇ ଜିଉଁତିଆ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି 17ତାରିଖ ଶୁକ୍ରବାର ଅପରାହ୍ନ 5ଟାରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଆଟିଗାଁ ମଣ୍ଡଳର ମଇଭର ଗ୍ରାମରେ ହେଉଥିବା ଭାଇ ଜିଉତିଆ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେପି ଦଳର ରାଜ୍ୟକାର୍ଯ୍ୟା କାରିଣୀ ସଦସ୍ୟ ଶ୍ରୀମାନ ମନୋଜ ମେହେର ଉପସ୍ଥିତ ଥିବା ବେଳେ ତାଙ୍କ ସାଙ୍ଗରେ ଉପସ୍ଥିତ ଥିଲେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଜୁନାଗଡ଼ ଟଙ୍କଧର ନାଏକ,ପୀଳିକିଆ ସରପଞ୍ଚ ପ୍ରତିନିଧି ନିରଞ୍ଜନ ସୁନାନୀ ତଥା ଅଞ୍ଚଳର ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ