ଜୟପୁର: ଏନକେଟିରୋଡ଼ ସ୍ଥିତ କେସିସି ବ୍ୟାଙ୍କ ସମ୍ମିଳନୀ କକ୍ଷ ରେ କୃଷି ଉତ୍ପାଦନର ବଜାର କରିଣ ଓ ଏନସିଡିସି ଋୁଣ ଉପରେ କର୍ମଶାଳା
କୃଷି ଉତ୍ପାଦନର ବଜାର କରିଣ ଓ ଏନସିଡିସି ଋୁଣ ଉପରେ କର୍ମଶାଳା ଆଜି ଅପରାହ୍ନ 3ଟାରେ ଅନୁଷ୍ଟିତ ହୋଇଛି । ଏହି କାଯ୍ୟକ୍ରମରେ ଉବ ନିବନ୍ଧକ, କୋରାପୁଟ ସମବାୟ ବିଭାଜନ ଜୟପୁର , (ଡିଆରସିଏସ) ମୋନିକା ରାୟ, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ହରିଶ୍ଛ ଚନ୍ଦ୍ର ବନାଗାଡି, ଡିଡିଏମ ନାବାର୍ଡ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଭାବେ ସିଡିଏମ ନାବାର୍ଡ ଏସ କେ ତାଲୁକଦାର ଉପସ୍ଥିତ ରହିଥିଲେ ।