ବରେବାଟା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା ଚାଳକ ଆହତ, ଏହି ଦୁର୍ଘଟଣା ଟି ଶନିବାର ଅପରାହ୍ନ 3ଘଣ୍ଟିକା ସମୟରେ , ଫିରିଙ୍ଗିଆ ଠାରୁ ଗଛାପଡା ଯିବା ସମୟରେ ଏହି ଦୁର୍ଘଟଣା ହଇଥିଲା, ଏହି ଦୁର୍ଘଟଣା ସମୟରେ ଚାଳକ ସମେତ 3ଜଣ ରଗି ବସିଥିଲେ, କିନ୍ତୁ ଉପବାସ ଆଶୀର୍ବାଦ ରୁ ଅଳ୍ପକେ ସମସ୍ତେ ବଞ୍ଚି ଯାଇଛନ୍ତି ସାମାନ୍ୟ ଭାବରେ ଆହତ ହଇଛନ୍ତି, ଦର. ଘଟଣା ର ସଙ୍ଗେ ସଙ୍ଗେ ସ୍ଥାନୀୟ ବାସିନ୍ଦା ଉଦ୍ଧାର ପାଇଁ ଗହଳି ଜମିଥିବା ଦେଖିବାକୁ ମିଳିଛି