ଆଠମଲ୍ଲିକ: ଘରୁ ଅଜଗର ସାପ ଉଦ୍ଧାର
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ହଣ୍ଡପା ଗ୍ରାମର ସୁବ୍ରତ ସାହୁ ଙ୍କ ଘରୁ ରବିବାର ଦିନ ସନ୍ଧ୍ୟା
Athmallik, Angul | Aug 3, 2025
6.30 ରେ ଏକ ଅଜଗର ସାପ କୁ ଉଦ୍ଧାର କରା ଯାଇଛି । ଏକ ଅଜଗର ସାପ ବାହାର ଅଞ୍ଚଳ ରୁ ହଠାତ ସୁବ୍ରତ ଙ୍କ ର ଘର କୁ ହଠାତ ପଶି ଆସିଥିଲା l ଅଜଗର ...