ଜଗତସିଂହପୁର: ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କଲେ ସ୍ଥାନୀୟ ବିଧାୟକ
ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କଲେ ସ୍ଥାନୀୟ ବିଧାୟକ l ସୂଚନା ମୁତାବକ ଆଜି ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକଳ୍ପ ଯେପରି ଉଜ୍ୱଳ ଆଲୋକୀକରଣ, ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରିବା ସହିତ ଉଦ୍ୟାନ ସୌନ୍ଦର୍ଯ୍ୟ କରଣ ଓ ଶ୍ରେଣୀ ଗୃହ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନା କଲେ ସ୍ଥାନୀୟ ବିଧାୟକ l