କେନ୍ଦୁଝର ସହର: କଇଁଫୁଲ ଆଣିବାକୁ ଯାଇ ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ବୃଦ୍ଧ ,ଏଭଳି ଘଟଣା ଘଟିଛି ଟିକରପଡ଼ା ଗ୍ରାମରେ
Kendujhar Town, Kendujhar | Jul 20, 2025
କଇଁଫୁଲ ଆଣିବାକୁ ଯାଇ ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ବୃଦ୍ଧ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଟିକରପଡ଼ା ଗାଁରେ ।...