ଆଜି ଜାନୁଆରୀ 18 ତାରିଖ ପୂର୍ବାହ୍ନ 10 ଟା ପାଖାପାଖି ସମୟରେ ମୃତକ ଅଶୋକ କୁମାର ପଟେଲଙ୍କ ପୁଅ ଅଭୟ ପଟେଲ ଲିଖିତ ସୂଚନା ଦେବା ପରେ ଧରୁଆ ଡିହି ପୋଲିସ ଧରୁଆ ଡିହି ଥାନା କେଶ ନମ୍ବର 22/2026 ରେ ଏକ ମାମଲା ରୁଜ୍ଜୁ କରିଛି। ଆଜି ରାତି 1 ଟା ପାଖାପାଖି ସମୟରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କଥା ସେ ଲିଖିତ ସୂଚନା ଦେଇଛନ୍ତି। ତେବେ ଏହି ଦୁର୍ଘଟଣା ଗତ 15 ତାରିଖ ଦିନ 11 ଟା ପାଖାପାଖି ସମୟରେ ରାବଣ ଡିହି ନିକଟରେ ଘଟିଥିଲା। ଅଶୋକ ନିଜ ବାଇକରୁ ନିୟନ୍ତ୍ରଣ ହରାଇ ଗଳି ପଡ଼ିଥିଲେ। ତାଙ୍କର ମୁହଁ ଓ ମୁଣ୍ଡରେ ମାଡ଼ ହୋଇ