ବରଗଡ: କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଚନ୍ଦ୍ର ଗ୍ରହଣ ଦର୍ଶନ ଶୁଭ ସେନେଇ ପ୍ରତିକ୍ରିୟା ରଖିଲେ ସମଲେଶ୍ୱରୀ ମନ୍ଦିରର ପଣ୍ଡିତ
Bargarh, Bargarh (Baragarh) | Sep 7, 2025
ଚନ୍ଦ୍ର ଗ୍ରହଣକୁ ନେଇ ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଲମ୍ବାବିଲଡିଙ୍ଗ ଠାରେ ପ୍ରତିକ୍ରିୟା ରଖିଛନ୍ତି ସମଲେଶ୍ୱରୀ ମନ୍ଦିରର ପଣ୍ଡିତ...