୍ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥ ପୁର ପଞ୍ଚାୟତ ଅନ୍ତର୍ଗତ ଧଅରା ଭଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ବରିଷ୍ଠ ଶିକ୍ଷକ ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରିଡ଼ା ଉତ୍ସବ ଶୁକ୍ରବାର ଉଦଘାଟିତ ହୋଇ ଆଜି ଶନିବାର ଅପରାହ୍ନ ଚାରିଟା ସମୟରେ ଉଦଯାପନୀ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଜୟୀ ହୋଇ ଥିବା ଛାତ୍ର ଛାତ୍ରୀମାନଙ୍କୁ ଉଦଯାପନୀ ଦିବସରେ ପୁରସ୍କାର ପ୍ରଦାନ କରାଯାଇଛି।