ଜୟପୁର: ଦଶହରା ଅବସରରେ କୁମୁଲି ଠାରେ ସଂସ୍କୃତିକ କାଯ୍ୟକ୍ରମ ଯୋଗ ଦେଲେ ଜୟପୁର ବିଧାୟକ ତାରା
ଦଶହରା ଅବସରରେ କୁମୁଲି ଠାରେ ସାଂସ୍କୃତିକ କାଯ୍ୟକ୍ରମ ଆଜି ରାତ୍ର ୮ଟାରେ ଅନୁଷ୍ଟିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ବେଳେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜିଲା ପରିଷଦ ସଭ୍ୟା ପିଙ୍କୁ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।