ପାଲଲହଡା: ବଡସଡା ଗ୍ରାମରେ ଗୋଷ୍ଠୀ ସାଂସ୍କୃତିକ ଗୃହର ଶୁଭ ଉଦଘାଟନ କଲେ ବିଧାୟକ ।
ପାଳଲହଡ଼ା ବ୍ଲକ ବଡସଡା ଗ୍ରାମରେ ସୋମବାର ସକାଳ ୧୧.୩୦ ମିନିଟ ସମୟରେ ଗୋଷ୍ଠୀ ସାଂସ୍କୃତିକ ଗୃହର ଶୁଭ ଉଦଘାଟନ କଲେ ପଲଲହାଡ଼ା ବିଧାୟକ ଅଶୋକ ମହାନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।