ଧର୍ମଶାଳା: ସୁନ୍ଦରିଆ ଗ୍ରାମରେ ବିବାହ ଉତ୍ସବରେ ଯୋଗଦେଲେ ପ୍ରଣବ
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ସୁନ୍ଦରିଆ ଗ୍ରାମର ପ୍ରଫୁଲ୍ଲ ବିଶ୍ୱାଳଙ୍କ ଝିଅ ବିବାହ ଉତ୍ସବରେ ଧର୍ମଶାଳାର ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କ ବାସଭବନରେ ଯୋଗଦେଇ ତାଙ୍କ ବୈବାହିକ ଜୀବନ ପାଇଁ ଶୁଭେଛା ଓ ଶୁଭକାମନା ଜଣାଇବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ବିଶେଷ ଆଲୋଚନା କରିଥିବା ରବିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।