Public App Logo
Jansamasya
National
���हात्मा_गांधी
���ांधी_जयंती
Gandhijayanti
Fisheries
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard

ନର୍ଲା: ନର୍ଲା ସ୍ଥିତ ଭେଟନେରୀ ଅଫିସ୍ ନିକଟରେ ଏକ ବାଇକ୍ ଓ ସାଇକେଲ ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ଉଭୟ ପକ୍ଷ ସୁରକ୍ଷିତ ସାଇକେଲ ଚେପା । ଆପୋଷ ବୁଝାମଣା

Narala, Kalahandi | Sep 30, 2025
ଆଜି ମଙ୍ଗଳବାର ଅପରାହ୍ନ ପ୍ରାୟ ଏକ ଘଣ୍ଟା ସମୟରେ ନର୍ଲା ସ୍ଥିତ ଭେଟ ନେରୀ ଅଫିସ୍ ନିକଟରେ ଏକ ସାଇକେଲ ଆରୋହୀ ଓ ମୋଟର ସାଇକେଲ ଆରୋହୀ ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ଦୁର୍ଘଟଣାରେ ସାଇକେଲ ଚେପା ହୋଇଥିବା ବେଳେ ଉଭୟେ ସୁରକ୍ଷିତ ଓ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ

MORE NEWS