ଢେଙ୍କାନାଳ ସଦର: ମୋଟରୀ ଗ୍ରାମରେ ଗଣେଶ ଭାଷାଣୀକୁ ନେଇ କୁଅରେ ଆବର୍ଜନା ପକାଇଲେ, ପାଣିପାଇଁ ଗ୍ରାମ ବାସୀ ହନ୍ତସନ୍ତ
Dhenkanal Sadar, Dhenkanal | Sep 8, 2025
ଢେଙ୍କାନାଳ ଜିଲ୍ଲା ସଦର ଥାନା ମୋଟରୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମରେ ଗତ ୬ ତାରିଖ ଦିନ ଗଣେଶ ମେଢ ଭାଷାଣୀ ବେଳେ ଜନୈକ...