ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଳିଙ୍ଗା ଘାଟିରେ ପୁଣି ବର୍ଷା ହେତୁ ନିର୍ମାଣ କାର୍ଯ୍ଯ ବନ୍ଦ ହୋଇଥିବା ସୂଚନା ମିଳିଛି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଳିଙ୍ଗା ଘାଟିରେ ପୁଣି ବର୍ଷା ହେତୁ ନିର୍ମାଣ କାର୍ଯ୍ଯ ବନ୍ଦ ହୋଇଥିବା ସୂଚନା ମିଳିଛି । ଏହି ସୂଚନା ଆଜି ଦିନ 11 ଘଣ୍ଟ ସମୟରେ ମିଳିଥିବା ବେଳେ ଦୁଇ ରୁ ତିନି ଦିନ ହେବ ଭଞ୍ଜନଗର ସମେତ ବିଭିନ୍ନ ଅଂଚଳରେ ବର୍ଷା ବଢିଛି । ଯାହାରିଫଳରେ ଘାଟି ନିର୍ମାଣ ରେ ବିଳମ୍ବିତ ହେଉଥିବା ବେଳେ ପୁଣି ନିର୍ମାଣ କାର୍ଯ୍ଯ ବନ୍ଦ ରହିଥିବା ଖବର ମିଳିଛି ।