ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ର ମିଳିତ ଉଦ୍ୟମରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ନିଃସନ୍ତାନ ଦମ୍ପତିଙ୍କୁ ଅନାଥ ବା ପରିତ୍ୟକ୍ତ ଶିଶୁଙ୍କୁ ଦେଇ ପିତାମାତା ଭାବେ ଆଇନସମ୍ମତ ପରିଚୟ ଦିଆଗଲା। ଏହି ଅବସରରେ ଜିଲ୍ଲାପାଳ ଶିଶୁମାନଙ୍କର ଗୌରବମୟ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂତନ ପିତାମାତାଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ, ସମାଜ କଲ୍ୟାଣ ବିଭାଗ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୋଲି ଆଜି ସନ୍ଧ୍ୟା ୫ଟା ୪୨ମିନିଟ ସମୟରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ତରଫରୁ