କଟକ ପୌରାଞ୍ଚଳ: ଗର୍ଭପାତ କୀଟ ବିକ୍ରି ଅଭିଯୋଗରେ ମଙ୍ଗଳବାର ରାଣୀହାଟ, ମେଡିକାଲ ରୋଡ଼ରେ ଥିବା ବିଭିନ୍ନ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ ପକ୍ଷରୁ ଚଢ଼ଉ।
Cuttack M Corp PS, Cuttack | Jun 10, 2025
ରାଣୀହାଟ, ମେଡିକାଲ ରୋଡ଼ ଓ କଲେଜଛକରେ ଥିବା ବିଭିନ୍ନ ସ୍ଥାନରେ ଭେଷଜ ନିୟନ୍ତ୍ରଣ ବିଭାଗ (ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ) ପକ୍ଷରୁ ମଙ୍ଗଳବାର ଦିନ...