ସ୍ନେହସେତୁ ର ପୁଣି ଏକ ସଫଳତା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ଏକ ମହାରାଷ୍ଟ୍ର ର ବୃଦ୍ଧଙ୍କ ପରିବାରକୁ ହସ୍ତାନ୍ତର କରିବା ପରେ ବର୍ତମାନ ଆଜି ବିଲାସପୁର ମାଡ଼ାଇ ଗ୍ରାମର ରାମ ପ୍ରସାଦ କେବତ୍ତ ଙ୍କୁ ତାଙ୍କ ପରିବାର ଲୋକ ସହିତ ମିସେଇଛନ୍ତି ଯାହା ସ୍ନେହସେତୁ ର ଆଉ ଏକ ସଫଳତା ର କାହାଣୀ କହୁଛି ଏହୀ ଅବସରରେ ଜିଲ୍ଲାପାଳ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି।