ଝାରପୋଖରିଆ: ସିଲଫୋଡି RD ରାସ୍ତାର ଖାଲରେ ପୋଡି ସଞ୍ଜୟ ମହାନ୍ତଙ୍କ ଚିକିତ୍ସା ଧୀନ ଅବସ୍ଥାରେ ମୃତ
ଗତ 15 ତାରିଖ ରାତିରେ ସାରସ କୋଣାରୁ ବାଇକ ଯୋଗେ ତରଣୀ ମହାନ୍ତ ଓ ସଞ୍ଜୟ ମହାନ୍ତ ଘରକୁ ଫେରୁଥିବା ବେଳେ ସିଲ ଫୋଡି ଠାରୁ ସାରସ କଣା RD ବିଭାଗର ଠିକା ସଂସ୍ଥାର କର୍ମଚାରୀ ରାସ୍ତା ନିର୍ମାଣ କରୁଥିବା ବେଳେ ରାସ୍ତା ମଝିରେ ଅର୍ଧ ନିର୍ମିତ ପୋଲ ତିଆରି ସ୍ଥାନରେ ବିରାଟ କାୟ ଗର୍ତ ରହିଥିଲା ତେବେ ସେହି ଗର୍ତରେ ବାଇକ ସହ ପୋଡି ସିଲଫୋଡି ଗ୍ରାମର ତରଣୀ ମହାନ୍ତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସଞ୍ଜୟ ମହାନ୍ତ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସା ଅବସ୍ଥାରେ ମୃତ ହେଇଛି । ତେବେ ତାଙ୍କ ମୋର ଶରୀର ଆଜି ୬ ଟା ବେଳେ ସିଲଫୋଡି ଗ୍ରାମ ନିକଟରେ ପହଂଚିବା ପରେ ଗାଁ ରେ ସକାକୁଳ ପରି