ସିମୁଳିଆ: କୁପାରୀ ଶୁନ୍ୟ ମଣ୍ଡପ ରେ କାର୍ତ୍ତିକପୂର୍ଣ୍ଣିମା ଅବସର ହଜାର ହଜାର ଭକ୍ତ ଙ୍କ ସମାବେଶ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ପ୍ରସିଦ୍ଧ କୁପାରୀ ଶୁନ୍ୟ ମଣ୍ଡପ ରେ ଚାଲିଛି ଭକ୍ତ ଙ୍କ ସମାବେଶ l ଆଜି ଭୋର ସମୟରେ ଖଇରା ବ୍ଲକ କୁପାରୀ ଶୁନ୍ୟ ମଣ୍ଡପ ରେ ଭକ୍ତ ମାନେ ପହଁଚି ଡ଼ଙ୍ଗା ଭସାଇଥିଲେ l ଦିବସ ବ୍ୟାପି ହଜାର ହଜାର ଭକ୍ତ ଙ୍କ ସମାବେଶ ହୋଇଥିବା ବେଳେ ଆଜି ବୁଧବାର ଅପରାହ୍ନ 3 ଘଟିକା ସମୟରେ ବିଧାୟକ ପଦ୍ମଲୋଚନ ପଣ୍ଡା, ବିଜେଡି ନେତା ଶଶୀ କୁମାର ସାହୁ ପହଁଚି ଆର୍ଶୀବାଦ ନେଇଥିଲେ l