ନୀଳଗିରି: ତୁଡ଼ିଗଡ଼ିଆ ରାସ୍ତାରୁ ବାଇକ ସହ ଦେଶୀ ମଦ ଜବତ, ଗିରଫ ଅଭିଯୁକ୍ତକୁ କରାଗଲା କୋର୍ଟଚାଲାଣ
ବେଆଇନ ମଦ ବିକ୍ରି ଅଭିଯୋଗ ରେ ମଦ ସହିତ ବେପାରୀ ଜଣ ଙ୍କୁ ଗିରଫ କଲା ଅବକାରୀ ବିଭାଗ, ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ଙ୍କ ନେତୃତ୍ୱରେ ଆଜି ଗୁରୁବାର ସକାଳ 11 ଘଟିକା ସମୟରେ ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ରାସ୍ତା ରେ ଯୁଧିଷ୍ଠିର ସାମଳ ବାଇକ ରେ ମଦ ନେଇ ଆସୁଥିବା ସମୟରେ ଚଢ଼ାଉ କରି 100ଲିଟର ରୁ ଅଧିକ ଦେଶୀ ମଦ ଜବଦ କରିବା ସହିତ ଏହି ଜଣଙ୍କୁ ବେପାରୀ ଓ ଏକ ବାଇକ କୁ ଜବଦ କରି ଜଣ ଙ୍କୁ ଆଜି ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ ଏଥିରେ ଅନ୍ୟ ଅବକାରୀ କର୍ମଚାରୀ ଏହି ଚଢ଼ାଉ ରେ ସହଯୋଗ କରିଥିଲେ l