ବଲାଙ୍ଗୀର: ଦେଓଗାଁ ଅଞ୍ଚଳ ରେ ସର୍ପଦଂଶନରେ ଆହତ ଜଣେ ବ୍ୟକ୍ତି, ଭୀମ ଭୋଇ ମେଡିକାଲରେ ଭର୍ତ୍ତି
ଦେଓଗାଁ ଅଞ୍ଚଳ ରେ ସର୍ପଦଂଶନରେ ଆହତ ଜଣେ ବ୍ୟକ୍ତି, ଭୀମ ଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଅଞ୍ଚଳ ରେ ସର୍ପ ଦଂଶନରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତି ହେଲେ ନିତିନ ସୁନା। ଘରେ ଶୋୟୀ ଥିବା ବେଳେ ଏହି ଅଘଟଣ ଘଟିଥିଲା । ତାଙ୍କୁ ତତ୍କ୍ଷଣାତ୍ ଭୀମ ଭୋଇ ମେଡିକାଲରେ ଆଜି ରାତି ୧୦ଟା ସମୟ ରେ, ଭର୍ତ୍ତି କରାଯାଇଛି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ମେଡିକାଲ ସୂତ୍ର ରୁ ସୂଚନା ମିଳିଛି