କୋରାପୁଟ ସହର...ଆଜି ସକାଳ ସାତ ଟା ସମୟରେ କୋରାପୁଟ ର ଦାମନଯୋଡି ଶିଳ୍ପାଞ୍ଚଳ ହେଉଚି ଥଣ୍ଡା ର ସହର। ଦାମନଯୋଡି ରେ ଆଜି ର ତାପମାତ୍ରା 2.9 ଡ଼ିଗ୍ରୀ ରହୁଥିବା ବେଳେ ଲମତାପୁଟ ରେ 4.3 ଏବଂ ନନ୍ଦପୁର ଅଞ୍ଚଳ ରେ 4.6 ଏବଂ ସିମିଳିଗୁଡା ଅଂଚଳ ରେ ରାତିର ତାପମାତ୍ରା 5.4 ଡିଗ୍ରୀ ରହିଚି। ଅନ୍ୟପଟେ ଜାଡ ଓ ହାଡ଼ଭଙ୍ଗା ଶୀତ ରେ ଥରୁଛି ମାଳଞ୍ଚଲ।