ଯଶିପୁର: କେନ୍ଦୁଝିଆଣି ଠାରେ ପୂର୍ବ ଗୁରୁଜୀ ଓ ପୂର୍ବ ଛାତ୍ର ପରିବାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ; ମନ୍ତ୍ରୀଙ୍କ ଯୋଗଦାନ
ରବିବାର ଦିନ ପ୍ରାୟ ୧୨ଟାରେ ମୟୂରଭଞ୍ଜ ଜିଲ୍ଲାର କେନ୍ଦୁଝିଆଣି ଠାରେ ଆବାସିକ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପୂର୍ବ ଗୁରୁଜୀ ଓ ପୂର୍ବ ଛାତ୍ର ପରିବାର ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସାମିଲ ହୋଇଥିଲେ।