ଲାଞ୍ଜିଗଡ: ସରସ୍ବତୀ ଶିଶୁ ମନ୍ଦିରର ୪ର୍ଥା ତମ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ।
ବିଶ୍ବନାଥପୁର ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ର ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଧାନ ଆଚାର୍ଯ୍ୟ ଜ୍ଞାନ ରଞ୍ଜନ ଦାଶଙ୍କ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ଵନାଥ ପୁର ସରପଞ୍ଚ ସୁରଥ ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ ଶିଶୁ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଦିପ ଘଡେ଼ଇ, ଉପସଭାପତି ହେମନ୍ତ ଦଣ୍ଡ ସେନା ସମ୍ପାଦକତରୁଣ ଦାସ ସହ ସମ୍ପାଦକ ଭକ୍ତ ଗରଡିଆ ସଦସ୍ୟା ଶୋର୍ଣ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ଥିଲେ।