ଗୋପବନ୍ଧୁ ନଗର ବ୍ଲକ ଅଧିନ ଖୁଣ୍ଟା ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ୮ମ ବାର୍ଷୀକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ଅନନ୍ତ ନାରାୟଣ ଚୈଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବିଏସଏସଓ ଦେବାଶିଷ ବେହେରାଙ୍କ ସମେତ ସଙ୍ଘର ସଂମ୍ପାଦକ ମହେଶ୍ୱର ବେହେରା , ଉପଦେଷ୍ଟା ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।