ତାଳଚେର ସାଉଥ ବଲଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡି ୨୯ତମ ପ୍ରତିଷ୍ଠା ଦିବସ ପାଳନ । ବିଜେଡି ଜିଲା ସଭାପତି ତଥା ବରିଷ୍ଠ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟ ଏକ ଇତିହାସ ହୋଇରହିବ ଓଡିଶା ଇତିହାସରେ ବୋଲି କହିବାସହ ବର୍ତମାନର ସରକାର ବିଗତ ଅଠର ମାସରେ କୋଣସି କ୍ଷେତ୍ରରେ ସଫଳ ହୋଇନାହାନ୍ତି ।