ବଲାଙ୍ଗୀର: ସରସ୍ବତୀ ଶିଶୁ ମନ୍ଦିର ଠାରେ ତହଁକ କୁଟୁମର ୧୧ତମ ନୁଆଁଖାଇ ଜୁହାର୍ ଭେଟ୍ କାର୍ଯ୍ୟକ୍ରମ ଆୟୋଜିତ
ତହଁକ କୁଟୁମର ୧୧ତମ ନୁଆଁଖାଇ ଜୁହାର୍ ଭେଟ୍ କାର୍ଯ୍ୟକ୍ରମ ଆୟୋଜିତ ପଶ୍ଚିମ ଓଡିଶାର ସଂସ୍କୃତି ପ୍ରତିରୂପ ତହଁକ କୁଟୁମ ଏଗାର ବର୍ଷର ଯାତ୍ରାରେ ୧୧ତମ ନୁଆଁଖାଇ ଭେଟ୍ କାର୍ଯ୍ୟକ୍ରମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ କରିଥିଲେ। ପୂଜାର୍ଚ୍ଚନା, ସ୍ମୃତିସମ୍ମାନ ଓ ଏଗାର ଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସମାଜସେବୀ ଓ ସଂସ୍କୃତିକ ଅତିଥିମାନେ ଭାଗ ନେଇ, ପାରମ୍ପରିକ ତାଲେ ବସି ଧାନର ଚୂରାକୁଣା ଓ ଆରସା ପିଠା ପ୍ରସାଦରୂପେ ସମର୍ପଣ କରିଥିଲେ। ଏହି ସଭାରେ କବିତା ଆସର, କବିୟତ୍ରୀ ପ୍ରତିଭା ସମ୍ମାନ ଓ ସାହିତ୍ୟିକ ଆଲୋଚନାରେ ନାରୀ ପ୍ରତିଭାର ସମ୍ମାନ ଦିଆଯା