ବୀରମହାରାଜପୁର: ବୀରମହାରାଜପୁର ସରକାରୀ ବାଳକ ବିଦ୍ୟାଳୟରେ 'ପରିବେଶ ପଞ୍ଚାୟତ' କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Biramaharajpur, Subarnapur (Sonepur) | Sep 7, 2025
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ବିଦ୍ୟାଳୟ ଠାରେ ସମ୍ବାଦ ପକ୍ଷରୁ " ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମ ଆଜି ଅପରାହ୍ନ 2ଟା...